ବ୍ୟାଙ୍କ କର୍ମଚାରୀଙ୍କ ଠାରୁ 6 ଲକ୍ଷ ଟଙ୍କା ଲୁଟ

ଆଜି କଳାହାଣ୍ଡି ଜିଲ୍ଲାର ମଦନପୁର -ରାମପୁର ଷ୍ଟେଟ ବ୍ୟାଙ୍କରୁ ଏସଵିଆଇ କିଓସ୍କର ଜଣେ କର୍ମଚାରୀ 6 ଲକ୍ଷ ଟଙ୍କା ଉଠାଇ ବାଇକରେ ଯାଉଥିବା ବେଳେ ମଦନପୁର ରାସ୍ତାରେ ଦୁଇଜଣ ଲୁଟେରା ବାଇକରେ ଆସି ତାଙ୍କୁ ଧକ୍କା ଦେଇଥିଲେ l
କର୍ମଚାରୀ ଜଣଙ୍କ ତଳେ ପଡ଼ିଯିବା ପରେ ଲୁଟେରା ମାନେ ଟଙ୍କା ଲୁଟି ଚମ୍ପଟ ମାରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes