ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବାଉଁଶୁଣି ହାଇସ୍କୁଲ ପଡ଼ିଆରେ ଆଜି ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।
ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ଥିବା ବେଳେ ୧୨ ଗୋଟି ପଞ୍ଚାୟତ ର ଖେଳାଳି ଯୋଗଦେଇଛନ୍ତି।
Credible Local News of Odisha