ବ୍ରାଉନସୁଗର ଖାଇ ସିରିଜ ଦୁର୍ଘଟଣା ଘଟାଇଲା କାର

ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସୂର୍ଯ୍ୟନଗରରେ ମାଡି ବସିଲେ ଲୋକେ।

୩ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୁଲିସରେ ଜିମା ଦେଇଛନ୍ତି ଲୋକେ।କ୍ୟାପିଟାଲ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes