ବ୍ରାଉନସୁଗର କାରବାର ମାମଲାରେ ଫେରାର ନିଶା ମାଫିଆ ଗିରଫ

ଆସାମ ପୁଲିସ ସହାୟତାରେ ଗୌହ୍ବାଟିରୁ ଧରିଛି ଓଡ଼ିଶା ପୁଲିସ ଏସଟିଏଫ।

ଗିରଫ ନିଶା ମାଫିଆ ମଣିପୁରର ସଲିମ୍ ଅହମ୍ମଦ। ଘଟଣାରେ ୨ ଜଣ ଗିରଫ ହୋଇଥିଲେ ବି ସଲିମ ଫେରାର ରହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes