ବ୍ରାଇଟ ପିପୁଲ୍ ଲାଇଫ ସର୍ଭିସ ପ୍ରାଇଭେଟ୍ ଲିମିଟେଡ ତରଫରୁ ମହାବିଦ୍ୟାଳୟରେ ବୃକ୍ଷ ରୋପଣ

ଆଜି ସକାଳେ ସୁନ୍ଦରଗଡ଼ ମହେଶଡିହିରେ ଥିବା ବି ପି ଏଲ ଏସ ପ୍ରାଇଭେଟ୍ ଲିମିଟେଡ ତରଫରୁ ସୁନ୍ଦରଗଡ଼ ସରକାରୀ ମହିଳା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ l

ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ରାଉତ ରାଏଙ୍କ ନେତୃତ୍ଵରେ ରମେଶ ଚନ୍ଦ୍ର ପଟେଲ, ସଞ୍ଜିତା ଅଭିଜିତl, ଇନ୍ଦିରା ଗଡ଼ନାଏକ, ପ୍ରେରଣା ପଣ୍ଡା, ମନୋଜ ନାୟକଙ୍କ ସହିତ କଲେଜର ଛାତ୍ରୀମାନେ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ l କଲେଜର ନୁତନ କୋଠା ସମ୍ମୁଖରେ ଶୋଭାବର୍ଦ୍ଧନ ନିମନ୍ତେ ବୃକ୍ଷ ରୋପଣ କରଯାଇଥିଲା l ନିର୍ଦ୍ଦେଶକ ପ୍ରିୟବ୍ରତ ଦାଶଙ୍କ ଉଦ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes