ବ୍ରହ୍ମପୁର ସ୍ବାମୀ ଆୟାପ୍ପା ମନ୍ଦିରରୁ ଚୋରି ଅଭିଯୋଗ

ମନ୍ଦିରର ତାଲା ଭାଙ୍ଗି ପ୍ରାୟ ୨କେଜିର ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗୋଷାଣୀ ନୂଆଗାଁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes