ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନ୍ୟୁୟ ସେଣ୍ଡିକେଟ ହଲ ଠାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କୁଳସଚିବ ପ୍ରଦୀପ ମିଶ୍ର, ପିଜି କାଉନସିଲର ପ୍ରଫେସର ପ୍ରତାପ ମହାନ୍ତି , ମେଡ଼ିଆ ପ୍ରଭାରୀ ଡ଼. ବନ୍ଦିତା ପଣ୍ଡା ,ସହ ମେଡ଼ିଆ ପ୍ରଭାରୀ ସୌରଭ ପ୍ରକାଶ ସେଠ୍ ପ୍ରମୁଖ ମଞ୍ଚାସିନ ଥିଲେ ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କୁଳପତି ନୂତନ ଭବେ ଦାଇତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକକୁ ନିମନ୍ତ୍ରଣ କରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes