ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଦୁଇ ଜଣ ଛାତ୍ରଙ୍କୁ ଚତୁର୍ଥ ସେମିଷ୍ଟର ପରୀକ୍ଷାରୁ ବାରଣ କରାଯିବା ପରେ କର୍ତ୍ତୃପକ୍ଷ ଛାତ୍ରଙ୍କ ସହ କୌଣସି ଆଲୋଚନା ନକରି ଗେଟରେ ତାଲା ପକାଇ ଦେବାରୁ ଉତ୍ତ୍ୟକ୍ତ ଛାତ୍ର ମାନେ ଗେଟ ବାହାରେ ଧାରଣା ଦେଇଛନ୍ତି l
ଉପରୋକ୍ତ ଦୁଇ ଛାତ୍ର ଜଣେ ଓଡ଼ିଆ ପ୍ରଫେସରଙ୍କୁ ମାଡ଼ମାରିବା ଘଟଣାରେ କିଛି ଦିନ ତଳେ ଗିରଫ ହୋଇଥିବାରୁ ସେମାନଙ୍କୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ କର୍ତ୍ତୃପକ୍ଷ ବାରଣ କରିଥିଲେ l