ବ୍ରଜରାଜ ନଗର ଉପନିର୍ବାଚନ; ଆଜି ପ୍ରଚାରର ଶେଷ ଦିନ

ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରୁଛନ୍ତି ସମସ୍ତ ପ୍ରାର୍ଥୀ।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ ନେତାଙ୍କ ଭିଡ଼ ଆଜି ବ୍ରଜରାଜନଗରରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆସନ୍ତା ୩୧ରେ ମତଦାନ ଥିବାବେଳେ ଜୁନ ୪ରେ ଭୋଟ୍‌ ଗଣତି ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes