ବ୍ରଜରାଜନଗର ଷ୍ଟେସନରେ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଷ୍ଟେସନରେ ଆଜି ସନ୍ଧ୍ୟାରେ ଗୋନ୍ଦିଆ -ଝାରସୁଗୁଡା ପାସେଞ୍ଜର ଟ୍ରେନର ଇଂଜିନରେ ଅଚାନକ କୌଣସି କାରଣରୁ ନିଆଁ ଲାଗିଯାଇଥିଲା l ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes