ବ୍ରଜରାଜନଗର କଂଗ୍ରେସ ପ୍ରାର୍ଥୀଙ୍କ ରାଜନୀତି କେରିୟର

ପୁରୁଖା ନେତା କିଶୋର ପଟେଲ ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି କାର୍ଯ୍ୟ କରିଛନ୍ତି ଏବଂ ଉପନିର୍ବାଚନରେ ତାଙ୍କୁ କଂଗ୍ରେସ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି ।

୧୯୭୭ମସିହାରେ ପ୍ରଥମଥର କଂଗ୍ରେସରୁ ଟିକେଟ ପାଇ ବିଜୟୀ ହୋଇଥିଲେ ପରବର୍ତ୍ତୀ ସମୟରେ ୧୯୮୦ରେ ପୁଣି ଉକ୍ତ ଆସନରୁ ବିଜୟୀ ହୋଇ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ୧୯୮୫ ରୁ ୧୯୯୦ମସିହାରେ ପରାଜିତ ହୋଇ ୧୯୯୫ରେ ପୁଣି ପୁନଃ ବିଜୟ ଲାଭ କରି ବାଚସ୍ପତି ଓ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes