ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪ ନେତାଙ୍କୁ ଦାୟିତ୍ବ ଦେଲା ବିଜେଡି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ କେନ୍ଦ୍ରୀୟ କମିଟି ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ ଓ ଅରୁଣ ସାହୁଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes