ବ୍ରଜରାଜନଗର ଉପନିର୍ବାଚନରେ ୨୭୯ ବୁଥରେ ହେବ ଭୋଟଗ୍ରହଣ

ଆସନ୍ତା 31 ତାରିଖରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ହେବାର ଥିବା ବେଳେ 279 ବୁଥରେ ଭୋଟ ଗ୍ରହଣ ହେବ ବୋଲି ଆଜି ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l

ପ୍ରତିଦ୍ବନ୍ଦ୍ଵିତାରେ 11 ଜଣ ପ୍ରାର୍ଥୀ ଥିବା ବେଳେ 2 ଲକ୍ଷ 14 ହଜାର 878 ଜଣ ଭୋଟର ମତଦାନ କରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes