ବ୍ରଜରାଜନଗରରେ 9 ଟା ସୁଦ୍ଧା 11% ମତଦାନ

ଆଜି ବ୍ରଜରାଜନଗର ବିଧାନସଭା ଆସନ ପାଇଁ 279 ଟି ବୁଥରେ ମତଦାନ ଚାଲିଥିବା ବେଳେ ସକାଳ 9 ଟା ସୁଦ୍ଧା 11% ଭୋଟ ପଡ଼ିଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes