ବୌଦ୍ଧରେ ରାସ୍ତାରୋକ ବେଳେ କେବଳ ସରକାରୀ ଗାଡ଼ିକୁ ନା

ଡ୍ରେନେଜ ଓ ରାସ୍ତା ନିର୍ମାଣ ଦାବି ନେଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ବାସିନ୍ଦା ପୁରୁଣାକଟକ-ଧଳପୁର ପୂର୍ତ୍ତରାସ୍ତାକୁ ଅବରୋଧ କରିଛନ୍ତି।

ଏହି ସମୟରେ କେବଳ ସରକାରୀ ଗାଡ଼ିଗୁଡ଼ିକୁ ଛାଡ଼ୁ ନାହାନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes