ବୌଦ୍ଧରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଆରସେଟି କାର୍ଯ୍ୟଳୟ ଠାରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌

ଏଥିରେ ଆରସେଟିର ମୁଖ୍ୟ ତାଲିମ ଦାତା ଓ ତାଲିମ ଗ୍ରହଣ ପାଇଁ ଆସିଥିବା ଯୁବକ ଯୁବତୀ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes