ବୌଦ୍ଧରେ ଆଥଲୋଟିକ ମିଟ ଅନୁଷ୍ଠିତ

ବୌଦ୍ଧ ସଦର ସ୍ଥିତ ଷ୍ଟାଡିୟମର ଠାରେ ଆଜି ଏନ ଏସି ସ୍ତରୀୟ ଆଥଲୋଟିକ ମିଟ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଏନ ଏସି ଅଧ୍ୟକ୍ଷକ ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes