ବୋଡେ଼ନରେ 24 ଘଣ୍ଟାରେ 20 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନୂଆପଡା ଜିଲ୍ଲାର ବୋଡେ଼ନରେ 20 ମିଲିମିଟର ବର୍ଷା ହୋଇଥିବା ବେଳେ ଖରିଆରରେ 12.4 ଏବଂ ନୂଆପଡାରେ 6.5 ମିମି ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes