ବୈଶାଖୀ କବିତା ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ଆଜି ସନ୍ଧ୍ୟାରେ ବିନିକା ସ୍ଥିତ ଅନବାଉଣ୍ଡେଣ୍ଟ ୱିଂସ ଏକାଡେମୀ ଠାରେ ବୈଶାଖୀ କବିତା ଆସର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ।

ଆୟୋଜକ ପ୍ରତାପ ରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନିକା ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ,ମୁଖ୍ୟବକ୍ତା ଡ଼ଃ ଅନିରୁଦ୍ଧ କୁରକୁରିଆ,ସମ୍ମାନିତ ଅତିଥି ଡ଼ଃ ଧୀରେନ୍ଦ୍ର ନାୟକ,ସଙ୍ଗୀତକାର ଶାଶ୍ଵତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes