ବୈଦ୍ଯନାଥ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋନପୁର ଜିଲ୍ଲାର ଐତିହ୍ଯ ଶୈବପୀଠ ବୈଦ୍ଯନାଥ ଠାରେ ଆଜି ଶ୍ରାବଣର ତୃତୀୟ ସୋମବାରରେ କାଉଡିଆ ତଥା ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes