ବେଣାପଞ୍ଜରୀରେ ନୂଆ ଡ଼ଙ୍ଗା ଦେଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଜଟଣୀ ସ୍ଥିତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡୀଆବିଲି ଠାରେ ଜନ ସାଧରଣଙ୍କ ଆଗ୍ରହ କ୍ରମେ ଗମନା ଗମନ ବିଛିନ୍ନ ସମସ୍ୟା ଦୂରୀକରଣ ପାଇଁ ଏକ ଲକ୍ଷ୍ୟ(1,00,000) ଟଙ୍କା ବ୍ୟୟରେ ଏକ ଡ଼ଙ୍ଗା ପ୍ରଦାନ କଲେ l
ଏହି ଅବସରରେ ବିଧାୟକ ପାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ସମସ୍ତ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes