କେନ୍ଦ୍ର ସମବାୟ ବ୍ୟାଙ୍କରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଘେରାଉ କରିଛନ୍ତି ଶତାଧିକ ଜମାକାରୀ।
ପ୍ରାୟ ୧.୫ କୋଟି ଜମା ନକରି ବ୍ୟାଙ୍କ କର୍ମଚାରୀ ଆତ୍ମସାତ୍ କରିଥିବା ଜମାକାରୀ କହିଛନ୍ତି।
Credible Local News of Odisha