ଅନୁଗୁଳ ତାଳଚେର ଆଜି ଭାରତ ସରକାରଙ୍କ ଏନଏସଆଇସି ତରଫରୁ ବେକାର ଯୁବକ ଯୁବତୀଙ୍କୁ ଉଦ୍ୟାଗୀ କରିବା ପାଇଁ ତାଲିମ ଶିବିରକୁ ସ୍ୱାଧୀନ ନିର୍ଦେଶକ ତଥା ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଉଦଘାଟନ କରି ତାଳଚେର ଯୁବକ ମାନେ ଚାକିରୀ ପଛରେ ନଗୋଡ଼ାଇ ଉଦ୍ୟୋଗୀ ହୁଅନ୍ତୁ, ନିଯୁକ୍ତି ର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।
ଏଥିରେ ଶତାଧିକ ଯୁବକ ଯୁବତୀ ଯୋଗଦେଇଥିଲେ।