ବେଆଇନ ଲୋନ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ଆଉ ୨ ଗିରଫ

ବେଆଇନ ଲୋନ ଆପ୍‌ ମାଧ୍ୟମରେ ଠକେଇ ମାମଲାରେ ୨ ନିର୍ଦ୍ଦେଶକଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।

ଗିରଫ ଦୁଇ ନିର୍ଦ୍ଦେଶକ ହେଲେ ରକ୍ସିତ ଓ ସୁଶାନ୍ତ। ଉଭୟ କର୍ଣ୍ଣାଟକ ଅଞ୍ଚଳର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes