ବେଆଇନ ଗୋ ଚାଲାଣ କରୁଥିବା ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ

ଆଜି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପିଠା ଗୋଳାରୁ ଜଂଘିରା ଦେଇ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ରାସ୍ତା କଡକୁ ଖସି ଯାଇ ଏକ ଗଛରେ ପିଟି ଦେବାରୁ ତିନୋଟି ଗୋରୁ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ଗୋରୁ ଗୁଡ଼ିକ ଯନ୍ତ୍ରଣାରେ ଖରାରେ ଛଟପଟ ହୋଇ ପଡ଼ିରହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes