ବେଆଇନ କ୍ରୋମାଇଟ ବେପାର ବେଳେ ଏସଟିଏଫର ଚଢାଉ, ୫ ଅଟକ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲ ଛକ ନିକଟରେ ବେଆଇନ କ୍ରୋମାଇଟ ବେପାର ବେଳେ ଏସଟିଏଫ ଚଢାଉ କରି ୩ଟି ଟ୍ରକ୍ ଓ ଗୋଟିଏ ଜେସିବି ଜବତ କରିଛି।

ଏହା ସହ ୫ ଜଣଙ୍କୁ ଅଟକ ରଖିଛି ଏସଟିଏଫ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes