ବୃକ୍ଷରୋପଣକୁ ନେଇ ସହର ପରିକ୍ରମା କାର୍ଯ୍ଯକ୍ରମ

ବଲାଙ୍ଗିର ସହରର ଟାଉନ ବାଳିକା ବିଦ୍ଯାଳୟରେ ଆଜି ଡି.ଏଫ.ଓଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବା ସହ ସହର ପରିକ୍ରମା କରି ଲୋକଙ୍କୁ ଜଙ୍ଗଳ ପ୍ରତି ସଚେତନତା ରଖିବା ପାଇଁ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes