ବୁଦୁରା ପଞ୍ଚାୟତରେ ହେବ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଆସନ୍ତା ୧୮ ତାରିଖରେ ଗଜପତି ଜିଲ୍ଲା ବୁଦୁରା ପଞ୍ଚାୟତରେ ଭିନ୍ନକ୍ଷମ ଶିବିର ହେବ।

ଏଥିରେ ପଶୁ ଚିକିତ୍ସା ସ୍ବାସ୍ଥ୍ୟ ଶିବିର , ଆଧାର ପଞ୍ଜିକରଣ, ମାଟି ପରୀକ୍ଷା,ଏତଦ୍ ବ୍ୟତୀତ ଅଭିଯୋଗ ଶୁଣାଣି ହେବ ବୋଲି ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଆଜି ସଚେତନ ପାଇଁ ଏକ ପ୍ରଚାର ଗାଡ଼ିକୁ ଶୁଭ ଉଦଘାଟନ କରିଛନ୍ତି ବିଡିଓ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes