ବୁଢିମା ମନ୍ଦିର ରତ୍ନମୁଦ ପାଇଁ ପ୍ରସ୍ତୁତ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ଢେରାପଡା ଠାରେ ଆସନ୍ତା ୨୧ ତାରିଖରେ ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ଆଜି ବୁଢିମା କ୍ଲବ ଠାରେ ଦିଲ୍ଲୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes