ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ଶବ ଦାହ

ସୋନପୁର ବସଷ୍ଟାଣ୍ଡରୁ ଉତ୍ତରପ୍ରଦେଶ ରାଜ୍ୟର ଜଣେ ଶ୍ରମିକଙ୍କ ମୃତ ଦେହ ଗତକାଲି ସନ୍ଧ୍ୟାରେ ଉଦ୍ଧାର କରିଥିଲା ପୁଲିସ ।

ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ସ୍ଥାନୀୟ ରାମେଶ୍ବର ମନ୍ଦିର ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶବ ଦାହ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes