ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ସୋନପୁର ସହର ସ୍ଥିତ ଶାହା ଗେଷ୍ଟ ହାଉସରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି।

ଏଥିରେ ଜିଲ୍ଲା ରକ୍ତ ଦାତା ସଂଘର ସଭାପତି ମନୋଜ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ‌ କମ୍ପ୍ୟୁଟର ତାଲିମ ନେଉଥିବା ମହିଳା ମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes