ବୀରମହାରାଜପୁର ମୋବାଇଲ ଦୋକାନରୁ ଚୋରୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଣ୍ଡା ମୋବାଇଲ ଦୋକାନରୁ ଗତ ରାତିରେ ସଟର ଭାଙ୍ଗି ପ୍ରାୟ ୨୫ ଲକ୍ଷ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ବୀରମହାରାଜପୁର ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes