ବୀରମହାରାଜପୁର ଧନୁଯାତ୍ରାରେ କବିତା ପାଠୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସ୍ଥିତ ମାଲେଶ୍ରୀ ମଣ୍ଡପ ଠାରେ ରବିବାର ଦିନ ବେଳା ସ୍ଥାନୀୟ ସପ୍ତଦୀପା ସାହିତ୍ୟ ସଂସଦର ୧୦୫ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦ୍ୱିତିକୃଷ୍ଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ବୀରମହାରାଜପୁର ଧନୁଯାତ୍ରା କମିଟି ସଭାପତି କିଶୋର ହୋତା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes