ବୀରମହାରାଜପୁର କୋର୍ଟରେ ବିଭିନ୍ନ କାର୍ଯ୍ଯ ସକାଶେ ଟେଣ୍ତର

ସୋନପୁର ଜଜ୍ କାର୍ଯ୍ଯାଳୟ ତରଫରୁ ବୀରମହାରାଜପୁର ଏସ.ଡି.ଜେ.ଏମ ଓ ସିଭିଲ କୋର୍ଟରେ ଇଲେକ୍ଟ୍ରିକାଲ ସେବା,ସଫେଇ ଇତ୍ଯାଦି କାର୍ଯ୍ଯ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୨୭ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes