ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଗାଡ଼ି ଚାଳକ ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ଅବସରରେ ଆଜି ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହେଉଛି।
ଏଥିରେ ବ୍ୟାସ ସୁଶ୍ରୀ ମୋନାଲୀ ମହାପାତ୍ର ପୁରାଣ ପଠନ କରୁଥିବା ବେଳେ ପୂଜକ ମନୋରଞ୍ଜନ ଦାସ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି କାର୍ଯ୍ୟକ୍ରମକୁ ସମସ୍ତ ଗାଡି ଚାଳକ ସହଯୋଗ କରୁଛନ୍ତି।