ବୀରମହାରାଜପୁରରେ ମିଶନ ଶକ୍ତି ଗୃହ ଉଦଘାଟନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପରିସରରେ ମିଶନ ଶକ୍ତି ଗୃହ କୁ ବୀରମହାରାଜପୁର ବିଧାୟକ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ l ଉକ୍ତ ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା, ଶାନ୍ତି ଲୁହା,ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ବି ଡି. ଓ ମୋତିଲାଲ ସୁଲିଆ, ଏ. ବି ଡି. ଓ,ପୁରୁଷୋତ୍ତମ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes