ସୋନପୁର ଜିଲ୍ଲା ବୀରମହାରାଜପୁର ଗାଡି ଚାଳକ ସଂଘ ପକ୍ଷରୁ ଧୁମଧାମରେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି।
ଏଥିରେ ପୂଜକ ମନୋରଞ୍ଜନ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କୃଷ୍ଣ ଚନ୍ଦ୍ର ପଣ୍ଡା କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ଗାଡି ଚାଳକ ସାମିଲ ହୋଇଥିଲେ।
Credible Local News of Odisha