ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧୀନସ୍ଥ ରାମଚନ୍ଦ୍ରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଆଜକୁ ପ୍ରାୟ ପାଖାପାଖି ଆଠ ଦିନ ହେବ ବି.ଏସ.ଏନ.ଏଲ ଟୁ‐ଜି ମୋବାଇଲ ସେବା ବ୍ୟାହାତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଫଳରେ କଲ ଯୋଗାଯୋଗ ପାଇଁ ଲୋକେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।