ବିଶ୍ୱ ଯୋଗ ଦିବସ ଅବସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଜି ବିଶ୍ଵ ଯୋଗ ଦିବସ ଅବସରରେ ସୁବଳୟା ଷ୍ଟେଟ ବ୍ରିଗେଡ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଛାତ୍ରଛାତ୍ରୀ ମାନେ ଯୋଗାଭ୍ୟାସ ପରେ ସ୍କୁଲ ପରିସରରେ ସାମୁହିମ ବୃକ୍ଷରୋପଣ କରି ସମାଜକୁ ନୂତନ ବାର୍ତା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes