ବିଶ୍ବ ତମାଖୁ ବର୍ଜନ ଦିବସ ପାଇଁ ସଚେତନତା ଶୋଭାଯାତ୍ରା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚକିତ୍ସାଳୟ ପକ୍ଷରୁ ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବିଶ୍ବ ତମାଖୁ ବର୍ଜନ ଦିବସ ପାଇଁ ବୀରମହାରାଜପୁର କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା କରାଯିବା ସହ ଡା.ପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes