ବିଶୋଇ ବନ ବିଭାଗ ପକ୍ଷରୁ ଚାରା ବିତରଣ

ପରିବେଶ ଓ ମାନବ ସମାଜର ସୁରକ୍ଷା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନ୍ୟ ପ୍ରାଣୀ ବାନାଞ୍ଚଳ ପକ୍ଷରୁ “ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର” ଙ୍କ ନିର୍ଦ୍ଦେଶ କ୍ରମେ ସର୍ବସାଧାରଣ ଙ୍କୁ ୧ ଟଙ୍କା(ଚାରା ପ୍ରତି ) ବିନିମୟରେ ୨୧/୨୨ ପ୍ରକାର ବିଭିନ୍ନ ଚାରା( ଲେମ୍ବୁ,ଡାଳିମ୍ବ,ପିଜୁଳି, ଆମ୍ବ,ଜାମୁ ଆହୁରି ଅନେକ) ଯୋଗେଇ ଦିଆଯାଉଛି।

ବିଶୋଇ ବନ ବିଭାଗ ପକ୍ଷରୁ ଏହାର ସୁଯୋଗ ନେବାକୁ ସର୍ବସାଧାରଣ ଙ୍କୁ ନିବେଦନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes