ବିଶୋଇରେ ବର୍ଷା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ ଅପରାହ୍ନ ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଯୋଗୁଁ ଆରମ୍ଭ ହୋଇଛି।

ପ୍ରତିଦିନ ଅଞ୍ଚଳରେ ଉତ୍ତପ୍ତ ତାପମାତ୍ରା ରେ ଲୋକେ କଲବଲ ହେଉଥିବା ବେଳେ ଏହି ବର୍ଷା ଯୋଗୁଁ ଜନଜୀବନ ଆଶ୍ବସ୍ତ ଲାଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes