ବିର୍ଷା ମୁଣ୍ଡା ସହିଦ ଦିବସ ପାଳିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଦିବାସୀ ସଂଘ ତରଫରୁ ବିର୍ଷା ମୁଣ୍ଡା ସହିଦ ଦିବସ ପାଳିତ ହୋଇଛି ।

ଆଜି ମସଜିଦ ଛକ ଠାରେ ଥିବା ବିର୍ଷା ମୁଣ୍ଡା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଦିବସରେ ୩ନଂ ଜୋନ ବିଧାୟକ ସିରୁ ସରେନ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes