ବିମାନବନ୍ଦର ପାଚେରି ଭାଙ୍ଗି କାର ପଶିଗଲା

ଏକ କାର ଗତକାଲି ରାତିରେ ଅଚାନକ ନିୟନ୍ତ୍ରଣ ହରାଇ ଭୁବନେଶ୍ୱର ବିମାନବନ୍ଦର ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିବା ଜଣାପଡିଛି l ତେବେ କାରରେ ଥିବା ଚାରି ଜଣ ଯାତ୍ରୀ ସୁରକ୍ଷିତ ଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes