ବିଭିନ୍ନ ସରକାରୀ ବିଦ୍ୟାଳୟରେ ୮୪୯ ଜଣ ନବାଗତଙ୍କ ନାମଲେଖା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ପ୍ରବେଶ ଉତ୍ସବରେ ଗୋଟିଏ ଦିନରେ ସମୁଦାୟ ୮୪୯ ଜଣ ନବାଗତ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିବା ସ୍ଥାନୀୟ ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes