ବିଭିନ୍ନ ଦାବି ନେଇ ୧୯ ତାରିଖ ଠାରୁ ଗଣଧାରଣା ଦେବ ସାଲିଆସାହି ଆଞ୍ଚଳିକ କମିଟି

ଭୁବନେଶ୍ୱର ସାଲିଆସାହି ଆଞ୍ଚଳିକ କମିଟି ଆଦିବାସୀଗାଁର ଇନ୍ଦିରାଗାନ୍ଧୀ ଫାର୍ମାସୀ କଲେଜ ନିକଟ ଆଦିବାସୀ ଜାହେର ଗ୍ରାମ ଦେବାଦେବୀ ପୀଠ ନିକଟରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା, ଜାଗା ମିଶନ ମାଧ୍ଯମରେ ଜମି ପଟ୍ଟା ଦେବା, ପ୍ରସ୍ତାବିତ ୨୦୦ ଫୁଟିଆ ରାସ୍ତାକୁ ପଲିଟେକନିକ ସାମନା ଛକଠାରୁଏକାମ୍ର କାନନ ଭିତରେ ସଂଗ୍ରହ ରାସ୍ତାରେ ସଂଯୋଗ କରିବା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତ ୧୯ ତାରିଖ ଠାରୁ ଗଣଧାରଣା ଅନୁଷ୍ଠିତ ହେଉଛି ବୋଲି କମିଟି ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes