ବିଭିନ୍ନ ଥାନା ପରିଦର୍ଶନ କଲେ ଏସ ପି

କେନ୍ଦୁଝର ଜିଲା ରେ ନୂତନ ଭାବେ ଯୋଗଦେଇ ଥିବା ଜିଲା ଆରକ୍ଷୀ ଅଧିକ୍ଷକ କୁଶଲ କର ନିତିନ ଦାଗଡୁ ସୋମବାର ଜିଲା ର ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି। ବିଭିନ୍ନ ଥାନା ଧିକାରୀ ଙ୍କ ସହ ଅଞ୍ଚଳ ର ଆଇନ ଶୃଙ୍ଖଳା ବ୍ୟବସ୍ଥା ସହ ହାଲ ଚାଲ ଉପରେ ଆଲୋଚନା କରିଛନ୍ତି l

ସୋମବାର ସାହାରପଡା ବ୍ଲକରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପରେ ପ୍ରଥମେ ପାଟଣା ଥାନାଧିକାରୀ ମନୋରଂଜନ ପ୍ରଧାନ,ପରେ ତୁରୁମୁଙ୍ଗା ଥାନା ଧିକାରୀ ମଦନ ମୋହନ ନାଏକ, ବାରିଆ ଥାନା ଧିକାରୀ ବନ୍ଦନା ପାତ୍ର ଓ ଚମ୍ପୁଆ ଥାନାଧିକାରୀ ଗଗନ ନାଏକ ଙ୍କ ଉପସ୍ଥିତି ରେ ଶ୍ରୀ ଦାଗଡୁ ପରିଦର୍ଶନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes