ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ପୂର୍ବ ମାଓବାଦୀ

ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇଙ୍କର ବିବାହ ଆଜି ଭବାନୀପାଟଣା ରିଜର୍ଭ ପୁଲିସ ସ୍ଥିତ ଶିବ ମନ୍ଦିରରେ ଆଡମ୍ବରପୂର୍ଣ୍ଣ ଆୟୋଜନରେ ସମ୍ପନ୍ନ ହୋଇଛି l

ଏସପି ଏମ. ବିବେକଙ୍କ ତତ୍ୱାବଧାନରେ ହୋଇଥିବା ଏହି ବିବାହ ଉତ୍ସବରେ ଡିଜିପିଙ୍କ ସମେତ ବରିଷ୍ଠ ପୁଲିସ ଅଧୁକାରୀ ମାନେ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes