ବିପୁଳ ମାରଣାସ୍ତ୍ର ସହ ପାଞ୍ଚ ଡକାୟତ ଗିରଫ

କୋଦଳା ଓ ଖଲିକୋଟ ଅଞ୍ଚଳରେ ବହୁ ଡକାୟତିରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ଆଜି ଖାଲୁକୋଟ ପୁଲିସ କହିଛି l ସେମାନଙ୍କ ଠାରୁ ଛଅଟି ବନ୍ଧୁକ, 13 ରାଉଣ୍ଡ ଗୁଳି, ଆଠଟି ମାଗାଜିନ ଏବଂ ପାଞ୍ଚ ବୋମା ଜବତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version