ବିପିଏଲ ସିଜନ-୩,ତ୍ରିରଙ୍ଗାର ବିଜୟ ଅଭିଯାନ ଆରମ୍ଭ

ସୋମବାର ଅପରାହ୍ନରେ ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ଅନୁଷ୍ଟିତ ସଂଘର୍ଷପୂର୍ଣ୍ଣ ତୃତୀୟ ମ୍ୟାଚରେ ପିସିସିକୁ ହରାଇ ତ୍ରିରଙ୍ଗା ୟୁଥ କ୍ଲବ ତାର ବିଜୟ ଅଭିଯାନ ଆରମ୍ଭ କରିଛି ।

ପୁରସ୍କାର ବିତରଣୀ ଉତ୍ସବରେ ସାଂସଦ ପ୍ରତିନିଧି ତଥା ଆଇନଜୀବୀ ପ୍ରଶାନ୍ତ ଦଣ୍ଡସନା, ବିନିକା ଓକିଲ ସଂଘ ସଂପାଦକ ହରିବଂଶ ମେହେର,ପୂର୍ବତନ ସାମ୍ବାଦିକ ତଥା ଯୁବ ଓକିଲ ବୀରେନ୍ଦ୍ର ପୋଢ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes